ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା(Subhadra Yojana-Goverment Of Odisha )
ସୁଭଦ୍ରା ଯୋଜନାର ମୁଖ୍ୟ ବିଶେଷତା: ଆଜିକାଲି ଆମ ରାଜ୍ୟର ଗାଁରୁ ଆରମ୍ଭ କରି ସହର ଯାଏଁ ଯଦି କେଉଁ ଗୋଟିଏ ବିଷୟରେ ସବୁଠାରୁ ଅଧିକ ଆଲୋଚନା ହେଉଛି, ତେବେ ତାହା ହେଉଛି ‘ସୁଭଦ୍ରା ଯୋଜନା’। ଘରର ମାଆ ଓ ଭଉଣୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ହାତକୁ ନେଇଛନ୍ତି। ଯଦି ଆପଣ ଏହି ଯୋଜନା ବାବଦରେ ଜାଣିବାକୁ ଚାହୁଁଛନ୍ତି, ତେବେ ନିମ୍ନରେ ତାହାର ଏକ ଝଲକ ଦିଆଗଲା: ମୋଟ୍ … Read more